Panchang Today 29th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଭୂମି କ୍ରୟ କରନ୍ତୁ
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି-୫ମୀ ପ୍ରାତଃ ୦୭.୫୭ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନିଶାନ୍ତ ୦୪.୪୨ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ।
ଶୁଭ ସମୟ:
ପ୍ରାତଃ-୦୫.୨୨ ରୁ ୦୬.୫୭
ଦିବା-୧୦.୨୭ ରୁ ୦୧.୦୦
ଦିବା-୦୪.୩୦ ରୁ ୦୫.୧୪
ସନ୍ଧ୍ୟା-୦୬.୫୦ ରୁ ୦୯.୦୫
ରାତ୍ରି-୧୧.୪୩ ରୁ ୦୨.୨୧
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୬.୫୭ ରୁ ୦୮.୩୩
କାଳବେଳା- ପ୍ରାତଃ ୦୬.୫୭ ରୁ ୦୮.୩୩
ବାରବେଳା- ଦିବା ୦୨.୫୪ ରୁ ୦୪.୩୦
କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୩