DNA ପରୀକ୍ଷା ବ୍ୟବସ୍ଥା ଭିତରେ ୨୪୮ ମୃତଦେହ

ଅହମ୍ମଦାବାଦ ବିମାନ ଟ୍ରାଜେଡିକୁ ବିତିଲାଣି ୩ ଦିନ। ଏବେ ବି ଶୁଖୁନି ଆତ୍ମୀୟ ସ୍ବଜନଙ୍କ ଲୁହ, ଏବେ ବି ବନ୍ଧୁ ପରିଜନଙ୍କ ମୃତଦେହ ଅପେକ୍ଷାରେ ଅଧିକାଂଶ। DNA ପରୀକ୍ଷାର ବିଧି ବ୍ୟବସ୍ଥା ଭିତରେ ୨୪୮ଟି ମୃତଦେହ ମଧ୍ୟରୁ ଏଯାଏଁ ୪୧ଟିର ନମୂନା ମ୍ୟାଚ୍ କରିଛି।

DNA ପରୀକ୍ଷା ବ୍ୟବସ୍ଥା ଭିତରେ ୨୪୮ ମୃତଦେହ
Array