Panchang Today 21st June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଜିନିଷ କ୍ରୟ କରନ୍ତୁ
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର।ଚନ୍ଦ୍ର- ବିଛା ସନ୍ଧ୍ୟା ୦୬.୧୮ ଗତେ ଧନୁ ତିଥି- ୧୪ଶୀ ପ୍ରାତଃ ୦୭.୩୨ ଗତେ ପୂର୍ଣ୍ଣିମା ,ଘାତଚନ୍ଦ୍ର- ସନ୍ଧ୍ୟା ୦୬.୧୮ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି
ଶୁଭସମୟ:
ପ୍ରାତଃ -୦୬.୦୫ ରୁ ୦୬.୫୮
ଦିବା -୧୨.୧୪ ରୁ ୦୨.୫୩
ସନ୍ଧ୍ୟା -୦୬.୨୪ ରୁ ୦୮.୩୪
ରାତ୍ରି -୧୨.୫୩ ରୁ ୦୩.୦୩
ରାତ୍ରି -୦୩.୪୬ ରୁ ୦୫.୧୨
ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଶୁଭସମୟ:
ରାହୁକାଳ- ଦିବା-୧୦.୦୯ ରୁ ୧୧.୪୮
କାଳବେଳା- ଦିବା-୧୦.୦୯ ରୁ ୧୧.୪୮
ବାରବେଳା- ଦିବା-୦୮.୩୦ ରୁ ୧୦.୦୯
କାଳରାତ୍ରି- ରାତ୍ରି -୦୯.୦୬ ରୁ ୧୦.୨୭