Donald Trump: କଠୋର ହୋଇ ଆଟାକ୍ କଲା ଆମେରିକା, ହେବ କି ତୃତୀୟ ବିଶ୍ୱଯୁଦ୍ଧ ?

ଇରାନକୁ ଚରମବାଣୀ ଶୁଣାଇ ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ। ଯୁଦ୍ଧ ସମାପ୍ତ କରିବାକୁ ରାଜି ହେବାକୁ ପଡିବ। ନହେଲେ ଭବିଷ୍ୟତରେ ଆହୁରି ବଡ଼ ହମଲା ହେବ। ପୂରା ଅପରେସନକୁ ରାତିରେ ବସି ଦେଖୁଥିଲେ ଟ୍ରମ୍ପ। ହ୍ବାଇଟ୍ ହାଉସ୍ ସିଚୁଏସନ୍ ରୁମରେ ବସି ଏୟାରଷ୍ଟ୍ରାଇକର ଲାଇଭ୍ ଷ୍ଟ୍ରିମିଂ ଦେଖୁଥିଲେ ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। 

Donald Trump: କଠୋର ହୋଇ ଆଟାକ୍ କଲା ଆମେରିକା, ହେବ କି ତୃତୀୟ ବିଶ୍ୱଯୁଦ୍ଧ ?
Array