Donald Trump: ପପ୍ ଗାୟିକାଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟ୍; କହିଲେ ସେ ଆଉ ହଟ୍…

ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ଡୋନାଲ୍ଡ ଟ୍ରମ୍ପ ପପ୍ ଗାୟିକା ଟେଲର୍‌ ସ୍ୱିଫ୍ଟଙ୍କ ଲୋକପ୍ରିୟତା ହ୍ରାସ ପାଇବା ବିଷୟରେ କହିଛନ୍ତି। ଟ୍ରମ୍ପ୍‌ ସର୍ବସାଧାରଣରେ ଟେଲର ସ୍ୱିଫ୍ଟଙ୍କ ପ୍ରତି ତାଙ୍କର ଅସନ୍ତୋଷର କାରଣ ଦର୍ଶାଇଛନ୍ତି।

Donald Trump: ପପ୍ ଗାୟିକାଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟ୍; କହିଲେ ସେ ଆଉ ହଟ୍…
Array