Donald Trump: ପାକିସ୍ତାନ ସରକାରକୁ ଯିଏ ପାଉଛି ସିଏ ଧୋଉଛି, ବିକିଦେଲେ ମାନ ମହତ
ପାକିସ୍ତାନର ଜଣେ ବୁଦ୍ଧିଜୀବୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଯେଉଁ ଲୋକ ଗାଜା ଓ ଇରାନରେ ନରସଂହାର ପାଇଁ ଦାୟୀ, ସେ ଲୋକକୁ ପାକିସ୍ତାନ ସରକାର ନୋବେଲ୍ ପୁରସ୍କାର ଦିଆଯିବାକୁ କହୁଛନ୍ତି । ଏ ଲୋକ ଇସ୍ରାଏଲ୍ ପଛରେ ରହି ଲୋକଙ୍କୁ ମାରୁଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ଲୋକ ସମର୍ଥନ କରନ୍ତି ନାହିଁ ବୋଲି ସେ କହିଛନ୍ତି ।