Drowning Death: ସକାଳୁ ଘରୁ ବାହାରି ଫଟୋ ଉଠେଇଲେ ଓ ଭିଡିଓ କଲେ, ଦ୍ୱିପ୍ରହରରେ ଭାସିଯାଇ ପ୍ରାଣ ହରାଇଲେ

ମୃତ୍ୟୁ ଦୁଇ ଜଣଙ୍କୁ ଅପେକ୍ଷା କରି ରହିଥିଲା । ସାଙ୍ଗ ହୋଇ ଝରଣାରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଜଣ ସୌଭାଗ୍ୟବଶତଃ ପାହାଡିଆ ଝରଣାରୁ ବାହାରି ଆସିବାରେ ସକ୍ଷମ ହୋଇପାରିଥିଲେ । ଉପରକୁ ଉଠି ଆସିଥିଲେ । ହେଲେ ଦୁଇଜଣ ବାହାରି ପାରିନଥିଲେ ।

Drowning Death: ସକାଳୁ ଘରୁ ବାହାରି ଫଟୋ ଉଠେଇଲେ ଓ ଭିଡିଓ କଲେ, ଦ୍ୱିପ୍ରହରରେ ଭାସିଯାଇ ପ୍ରାଣ ହରାଇଲେ
Array