Drug Usage Increasing in Bhubaneswar: ନିଶା କାରବାର ପାଇଁ ଅଶାନ୍ତ ରାଜଧାନୀ ଭୁବନେଶ୍ଵର !

ନିଶାରେ ବୁଡ଼ିଛି ରାଜଧାନୀ । ଭୁବନେଶ୍ବରର ଗଳିକନ୍ଦି ଓ ଚା' ଖଟିରେ ଚାଲିଛି ନିଶା ସେବନ । ଖୋଲା ଖୋଲି ଉଡୁଛି ଗଞ୍ଜେଇ ଧୂଆଁ । ଧଳାଜହର ଖାଇ ପାଲଟି ଯାଉଛନ୍ତି ନିଶାଡ଼ି ।

Drug Usage Increasing in Bhubaneswar: ନିଶା କାରବାର ପାଇଁ ଅଶାନ୍ତ ରାଜଧାନୀ ଭୁବନେଶ୍ଵର !
Array