Duplicate Engine Oil: ଏମିତି ବି ହେଉଛି, ପ୍ୟାକିଂ ବଢ଼ିଆ; ଅଏଲ୍ ଗନ୍ଧିଆ
ଉପରେ ଅସଲି କିନ୍ତୁ ଭିତରେ ନକଲି। ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ଇଞ୍ଜିନ ଅଏଲ୍। ଏଭଳି କିଛି କମ୍ପାନି ଠାବ ହୋଇଛି ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ। ପୋଲିସ ଚଢ଼ାଉ କରି ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ ଜବତ କରିଛି। ଏଥିସହ ଏହି ଘଟଣାରେ ୨ ଭାଇଙ୍କୁ ଗିରଫ କରିଛି।