E-KYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର ୧।୧: E-KYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ । ଜାନୁଆରୀ ୧୫ ତାରିଖ ସୁଦ୍ଧା E-KYC ସରିବ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାୟସାଧିକ କାରଣରୁ ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କ ନିକଟକୁ ବିଭାଗୀୟ ଅଧିକାରୀ ଯାଇ E-KYC କରାଉଛନ୍ତି । ବିଭିନ୍ନ ରାଜ୍ୟରେ ଯେଉଁ ମାନେ E-KYC କରିନାହାନ୍ତି ସେମାନଙ୍କ ନିକଟକୁ ବି ଅଧିକାରୀ ଯିବାକୁ ନିର୍ଦ୍ଦେଶ ରହିଛି । ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାର ଅଧିକାରୀ E-KYC କରାଇଛନ୍ତି । ଆଗକୁ ଅନ୍ୟ ରାଜ୍ୟରେ ଲୋକ ଯଦି ରହି ଯାଇଛନ୍ତି ଜଣାପଡ଼ିଲା ସେମାନଙ୍କ ନିକଟକୁ ଟିମ୍ ଯିବ । ସମସ୍ତଙ୍କର E-KYC କରିବେ ସରକାର । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ E-KYC ସରିଛି । ୧୫ ତାରିଖ ସୁଦ୍ଧା ସରିବ E-KYC ସରିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଲକ୍ଷ ହିତାଧିକାରୀ E-KYC କରିନାହାନ୍ତି ।You Can Read:ସାଇବର କ୍ରାଇମ୍ ରୋକିବାକୁ ଓଡ଼ିଶା ପୋଲିସର ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ : ଡିଜିପି

E-KYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର ୧।୧: E-KYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ । ଜାନୁଆରୀ ୧୫ ତାରିଖ ସୁଦ୍ଧା E-KYC ସରିବ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାୟସାଧିକ କାରଣରୁ ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କ ନିକଟକୁ ବିଭାଗୀୟ ଅଧିକାରୀ ଯାଇ E-KYC କରାଉଛନ୍ତି । ବିଭିନ୍ନ ରାଜ୍ୟରେ ଯେଉଁ ମାନେ E-KYC କରିନାହାନ୍ତି ସେମାନଙ୍କ ନିକଟକୁ ବି ଅଧିକାରୀ ଯିବାକୁ ନିର୍ଦ୍ଦେଶ ରହିଛି । ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାର ଅଧିକାରୀ E-KYC କରାଇଛନ୍ତି । ଆଗକୁ ଅନ୍ୟ ରାଜ୍ୟରେ ଲୋକ ଯଦି ରହି ଯାଇଛନ୍ତି ଜଣାପଡ଼ିଲା ସେମାନଙ୍କ ନିକଟକୁ ଟିମ୍ ଯିବ । ସମସ୍ତଙ୍କର E-KYC କରିବେ ସରକାର । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ E-KYC ସରିଛି । ୧୫ ତାରିଖ ସୁଦ୍ଧା ସରିବ E-KYC ସରିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଲକ୍ଷ ହିତାଧିକାରୀ E-KYC କରିନାହାନ୍ତି ।

You Can Read:

ସାଇବର କ୍ରାଇମ୍ ରୋକିବାକୁ ଓଡ଼ିଶା ପୋଲିସର ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ : ଡିଜିପି