E-KYC ନକଲେ ହାତଛଡ଼ା ହେବ ରାସନ୍ କାର୍ଡ଼, ଏହି ତାରିଖ ଶେଷ ହେବ E-KYC ଅବଧି
ଭୁବନେଶ୍ୱର: ଆପଣ E-KYC କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC ଅବଧି । ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ ଫେରାଇବାକୁ ପଡ଼ିପାରେ । କାର୍ଡ଼ ନଫେରାଇଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । E-KYC ନ କଲେ କାର୍ଡ଼ ସରେଣ୍ଡର ଧରିନିଆଯିବ । କହିରଖୁଛୁ ପ୍ରାୟ ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ୍ କାର୍ଡ଼ […]

ଭୁବନେଶ୍ୱର: ଆପଣ E-KYC କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC ଅବଧି ।
ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ ଫେରାଇବାକୁ ପଡ଼ିପାରେ । କାର୍ଡ଼ ନଫେରାଇଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । E-KYC ନ କଲେ କାର୍ଡ଼ ସରେଣ୍ଡର ଧରିନିଆଯିବ ।
କହିରଖୁଛୁ ପ୍ରାୟ ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ୍ କାର୍ଡ଼ । ସେହିପରି ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ ଫେରାଇଛନ୍ତି କାର୍ଡ଼ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।