ED Questions Sonu Sood: ED ପଞ୍ଝାରେ ସୋନୁ ସୁଦ୍; ଠକେଇ ମାମଲାରେ ପଚରାଉଚରା
ବେଟିଂ ଆପ୍ ମାମଲାରେ ED ଅନେକ ବଲିଉଡ୍ ଷ୍ଟାରଙ୍କୁ ପଚରାଉଚରା କରିଛି। ଏଥିରେ ଫସିଛନ୍ତି ଉର୍ବଶୀ ରୌତେଲା ଏବଂ ସୋନୁ ସୁଦ। ତେବେ, ଉର୍ବଶୀ ଏବଂ ସୋନୁଙ୍କ ଟିମ୍ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।