ED Raid in actors house: ନଦୀ ସଫେଇ ନାଁରେ ଖାଇଗଲେ ୬୫ କୋଟି, ବଲିଉଡ ଅଭିନେତାଙ୍କ ଘରେ ED ରେଡ
୨୦୨୦ରେ ଏହାକୁ ସଫା ରଖିବା ପାଇଁ ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୫୬୯.୫୨ କୋଟି ଟଙ୍କାର ଯୋଜନା କରାଯାଇଥିଲା। ବର୍ଷା ଦିନରେ ମୁମ୍ବାଇକୁ ବନ୍ୟା ପରସ୍ଥିତିରୁ ରକ୍ଷା କରିବା ପାଇଁ ଏହି ଯୋଜନା କରାଯାଇଥିଲା। ତେବେ ଏହି ଯୋଜନାରେ ପ୍ରାୟ ୬୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା।