ସୁଲୋଚନାଙ୍କୁ ଘେରିଲେ ଏନଫୋର୍ସମେଣ୍ଟ ସ୍କ୍ବାଡ

ଭୁବନେଶ୍ୱର ୱାର୍ଡ ନମ୍ବର 44 ଅଂଚଳରେ ଉଛେଦ ପାଇଁ ଯାଞ୍ଚ ବେଳେ ବିଏମସିର ସ୍କ୍ୱାର୍ଡ଼ଙ୍କୁ କର୍ପୋରେଟରଙ୍କ ଆକ୍ରମଣ ଘଟଣା। ବିଏମସି ଅଫିସରେ ପହଂଚି ବିଏମସି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ଙ୍କ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ।

ସୁଲୋଚନାଙ୍କୁ ଘେରିଲେ ଏନଫୋର୍ସମେଣ୍ଟ ସ୍କ୍ବାଡ
Array