Panchang Today 27th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୭ ଗତେ ତୁଳା,ତିଥି- ୧୨ଶୀ ର ଅହୋରାତ୍ର,ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୭ ପର୍ଯ୍ୟନ୍ତ,ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ:
ପ୍ରାତଃ-୦୬.୦୬ ରୁ ୦୮.୧୭
ଦିବା- ୧୦.୨୮ ରୁ ୧୧.୩୪
ଦିବା- ୦୧.୨୩ ରୁ ୦୩.୩୪
ସନ୍ଧ୍ୟା- ୦୫.୫୪ ରୁ ୦୬.୪୬
ରାତ୍ରି- ୦୮.୩୧ ରୁ ୦୨.୫୦
ରାତ୍ରି- ୦୪.୨୮ ରୁ ୦୬.୦୬
ଅଶୁଭ ସମୟ:
ରାହୁକାଳ- ଦିବା ୧୧.୩୪ ରୁ ୧୨.୫୬
କାଳବେଳା- ଦିବା ୦୮.୫୦ ରୁ ୧୦.୧୨
ବାରବେଳା- ଦିବା ୧୧.୩୪ ରୁ ୧୨.୫୬
କାଳରାତ୍ରି- ରାତ୍ରି ୦୨.୫୦ ରୁ ୦୪.୨୮