ଗୁଜରାଟର ସାବରକଣ୍ଠାରେ ପାର୍ସଲ ଖୋଲିଲା ବେଳେ ବିସ୍ଫୋରଣ, ଦୁଇ ଜଣଙ୍କ ମୃତ୍ୟୁ

ଅହମଦାବାଦ: ଗୁଜରାଟର ସାବରକଣ୍ଠାର ବଡାଲିର ବେଦା ଗାଁରେ ଅନଲାଇନ୍ ପାର୍ସଲ ବ୍ଲାଷ୍ଟର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନଲାଇନ୍ ଅର୍ଡର କରାଯାଇଥିବା ଇଲେକ୍ଟ୍ରୋନିକ୍ ଉପକରଣରେ ବିସ୍ଫୋରଣ ହେବା କାରଣରୁ ୧୧ ବର୍ଷୀୟ ଜଣେ କିଶୋରୀ ଏବଂ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା ।ଘଟଣା ସମ୍ପର୍କରେ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ବଡାଲି ତହସିଲ୍ ଅନ୍ତର୍ଗତ ବେଦ ଗାଁର ଜଣେ ବ୍ୟକ୍ତି ଇଲେକ୍ଟ୍ରୋନିକ ଆଇଟମ୍ ଅନଲାଇନ ଅର୍ଡର କରିଥିଲେ । ଯାହାର ପାର୍ସଲ ଗୁରୁବାର ଆସିଥିଲା । ଯାହାର ପାର୍ସଲ ଗୁରୁବାର ଆସିଥିଲା । ପାର୍ସଲ ଖୋଲିବା ବେଳେ ବିସ୍ଫୋରଣରେ ୩୦ ବର୍ଷୀୟ ଜିତୁଭାଇ ବଞ୍ଜାର ଏବଂ ତାଙ୍କ ଝିଅ ଭୂମବେନ ଜିତୁଭାଇ ବଞ୍ଜାରାଙ୍କ ମୃତ୍ୟୁ ହୋଇଛି । ପୋଲିସ ଉପାଧ୍ୟକ୍ଷ ଏବଂ ଜିଲ୍ଲା ଏଲସିବି ସମେତ ବଡାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଅଧିକ ତଦନ୍ତ କରୁଛନ୍ତି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାର୍ସଲ ଖୋଲିବା ପରେ ଯୁବକଙ୍କ ହାତ କଟି ଯାଇଥିଲା । କେବଳ ଏକିତି ନୁହେଁ ଯୁବକଙ୍କ ଛାତିରେ ଗୁଳି ମଧ୍ୟ ବାଜିଛି । ଏହି ଘଟଣାରେ ଯୁବକ ଏବଂ କିଶୋରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । 

ଗୁଜରାଟର ସାବରକଣ୍ଠାରେ ପାର୍ସଲ ଖୋଲିଲା ବେଳେ ବିସ୍ଫୋରଣ, ଦୁଇ ଜଣଙ୍କ ମୃତ୍ୟୁ

ଅହମଦାବାଦ: ଗୁଜରାଟର ସାବରକଣ୍ଠାର ବଡାଲିର ବେଦା ଗାଁରେ ଅନଲାଇନ୍ ପାର୍ସଲ ବ୍ଲାଷ୍ଟର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନଲାଇନ୍ ଅର୍ଡର କରାଯାଇଥିବା ଇଲେକ୍ଟ୍ରୋନିକ୍ ଉପକରଣରେ ବିସ୍ଫୋରଣ ହେବା କାରଣରୁ ୧୧ ବର୍ଷୀୟ ଜଣେ କିଶୋରୀ ଏବଂ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା ।

ଘଟଣା ସମ୍ପର୍କରେ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ବଡାଲି ତହସିଲ୍ ଅନ୍ତର୍ଗତ ବେଦ ଗାଁର ଜଣେ ବ୍ୟକ୍ତି ଇଲେକ୍ଟ୍ରୋନିକ ଆଇଟମ୍ ଅନଲାଇନ ଅର୍ଡର କରିଥିଲେ । ଯାହାର ପାର୍ସଲ ଗୁରୁବାର ଆସିଥିଲା । ଯାହାର ପାର୍ସଲ ଗୁରୁବାର ଆସିଥିଲା । ପାର୍ସଲ ଖୋଲିବା ବେଳେ ବିସ୍ଫୋରଣରେ ୩୦ ବର୍ଷୀୟ ଜିତୁଭାଇ ବଞ୍ଜାର ଏବଂ ତାଙ୍କ ଝିଅ ଭୂମବେନ ଜିତୁଭାଇ ବଞ୍ଜାରାଙ୍କ ମୃତ୍ୟୁ ହୋଇଛି । ପୋଲିସ ଉପାଧ୍ୟକ୍ଷ ଏବଂ ଜିଲ୍ଲା ଏଲସିବି ସମେତ ବଡାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଅଧିକ ତଦନ୍ତ କରୁଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାର୍ସଲ ଖୋଲିବା ପରେ ଯୁବକଙ୍କ ହାତ କଟି ଯାଇଥିଲା । କେବଳ ଏକିତି ନୁହେଁ ଯୁବକଙ୍କ ଛାତିରେ ଗୁଳି ମଧ୍ୟ ବାଜିଛି । ଏହି ଘଟଣାରେ ଯୁବକ ଏବଂ କିଶୋରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।