ED ଉପରେ ବର୍ଷିଲେ ବମ୍ବେ କୋର୍ଟ । କହିଲେ ସାଧାରଣ ଲୋକଙ୍କୁ କରନି ହଇରାଣ ।
କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ । ସାଧାରଣ ଲୋକଙ୍କୁ କାହିଁକି ହଇରାଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।ସୂଚନା ଅନୁସାରେ ମୁମ୍ବାଇ ଭିଲେପାର୍ଲେର ଏକ ରିୟଲଇଷ୍ଟେଡ କମ୍ପାନୀ ବିରୋଧରେ ବଡ ଧରଣ ଅର୍ଥହେରଫେର ଅଭିଯୋଗ ଆଣିବା ସହ ସମନ ପଠାଇଥିଲା ଇଡି ।ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ଶୋଷଣ ଅଭିଯୋଗ ଆଣି ଆଣିଥିଲେ କମ୍ପାନୀ ମାଲିକ ।ପିଟିସନରେ କୁହାଯାଇଥିଲା ଇଡିର ଅଭିଯୋଗ ଭିତିହୀନ ଓ ପ୍ରମାଣ ଆଧାରରରେ କାଯର୍ୟ୍ୟାନୁଷ୍ଠାନ ଗ୍ରହଣ କରି ମାନସିକ ଯାତନା ଦିଆଯାଉଛି ।ତେବେ କୋର୍ଟ ଆବେଦନ ଉପରେ ଶୁଣାଣୀ କରି ଇଡିକୁ ପ୍ରଶ୍ନ କରିଥିଲେ ।କୋର୍ଟଙ୍କ ପ୍ରଶ୍ନ ଥିଲା କାହିଁକି ନିୟମ ଭିତରେ କାମ କରୁନି ଇଡି?ଠୋସ ପ୍ରମାଣ ନଥିବା ସତ୍ବେ କାହିଁକି ସମନ ପଠାଇ ହଇରାଣ କରାଯାଉଛି?ଏହା ଏକ ପ୍ରକାର ଶୋଷଣର ।ଭବିଷ୍ୟତରେ ଆଇନ ଓ ନିୟମ ଭିତରେ ରହି କାମ କରିବାକୁ କହିଛନ୍ତି ବମ୍ବେ ହାଇକୋର୍ଟ ।ସାଧାରଣ ଜନତାଙ୍କ ଅଯଥାରେ ହଇରାଣ ନକରିବାକୁ ତାଗିଦ କରିଛନ୍ତି