ଟିକେଟ୍ ପାଇ ବି ପ୍ରସନ୍ନ ‘ଅପ୍ରସନ୍ନ’
ରେଢ଼ାଖୋଲ ବିଧାନସଭା ଆସନରୁ ଟିକେଟ ପାଇବାକୁ ଆଶା ରଖିଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁରରୁ ମିଳିଛି ଟିକେଟ୍।
ବିଜେଡିର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ। ଭୋଟ୍ ଆସିଲେ ଏ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନମଣ୍ଡଳୀକୁ ପେଣ୍ଡୁ ଭଳି ତାଙ୍କୁ ଦଳ ଗଡ଼ାଉଥିବାରୁ ବିଜେଡି ଉପରେ ଖପ୍ପା କି ପଶ୍ଚିମ ଓଡ଼ିଶାର ଏ ଟାଣୁଆ ନେତା ? ଦେଖନ୍ତୁ ଏହି ରିପୋର୍ଟ।