ED ରେ ଟିଟିଲାଗଡର ଆୟୁଷ ସାହୁ

ED ରେ ଟିଟିଲାଗଡ ମଦ ବ୍ୟବସାୟୀଙ୍କ ପୁଅ ଦୀପକ ସାହୁଙ୍କ ପୁଅ ଆୟୁଷ ସାହୁ। ଫରଟୁନ୍ ସ୍ପିରିଟର ମାଲିକ ଆୟୁଷ ସାହୁ। ବ୍ରହ୍ମପୁର ଉପକଣ୍ଠ ରେ ଥିବା ଗୋପାଲପୂର୍ ନିକଟରେ ତାଙ୍କ ଫ୍ୟାକ୍ଟ୍ରି ରହିଛି। FEMA Foreign exchange Managent Act ଉଲଂଘନ ମାମଲାରେ ED ତାଙ୍କୁ ସମନ କରିଥିଲା। ଡିସେମ୍ବର ପ୍ରଥମ ସପ୍ତାହରେ ଆୟକର ବିଭାଗ ଦୀପକ ସାହୁ ଓ ତାଙ୍କ ଭାଇଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। The post ED ରେ ଟିଟିଲାଗଡର ଆୟୁଷ ସାହୁ appeared first on KNews Odisha.

ED ରେ ଟିଟିଲାଗଡର ଆୟୁଷ ସାହୁ
ed

ED ରେ ଟିଟିଲାଗଡ ମଦ ବ୍ୟବସାୟୀଙ୍କ ପୁଅ ଦୀପକ ସାହୁଙ୍କ ପୁଅ ଆୟୁଷ ସାହୁ। ଫରଟୁନ୍ ସ୍ପିରିଟର ମାଲିକ ଆୟୁଷ ସାହୁ। ବ୍ରହ୍ମପୁର ଉପକଣ୍ଠ ରେ ଥିବା ଗୋପାଲପୂର୍ ନିକଟରେ ତାଙ୍କ ଫ୍ୟାକ୍ଟ୍ରି ରହିଛି। FEMA Foreign exchange Managent Act ଉଲଂଘନ ମାମଲାରେ ED ତାଙ୍କୁ ସମନ କରିଥିଲା। ଡିସେମ୍ବର ପ୍ରଥମ ସପ୍ତାହରେ ଆୟକର ବିଭାଗ ଦୀପକ ସାହୁ ଓ ତାଙ୍କ ଭାଇଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।

The post ED ରେ ଟିଟିଲାଗଡର ଆୟୁଷ ସାହୁ appeared first on KNews Odisha.