EDର ସରୁନି ରାଜା ସମ୍ପତ୍ତି ଖୋଜା, ପୁଣି ଘନଘନ ଚଢ଼ାଉ କଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କଡ଼ା ସୁରକ୍ଷା ବଳୟରେ ରାଜାଙ୍କ ଘର ଯାଞ୍ଚ କରାଯାଉଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଛନ୍ତି ରାଜାଚକ୍ର । ପୂର୍ବରୁ ରାଜାଙ୍କ ଏକାଧିକ ଠିକଣାରେ ବହୁବାର ଛାପା ମାରି ସାରିଛି ଇଡି ।