କୂଳ ଖାଉଛି ବୈତରଣୀ, ସୁରକ୍ଷା ବନ୍ଧ ନହେଲେ ଭୋଟ୍ ବନ୍ଦ
କୂଳ ଖାଉଛି ବୈତରଣୀ । ନଦୀରେ ସୁରକ୍ଷା ବନ୍ଧର ନିର୍ମାଣ ନେଇ ନାଁ ଧରୁନି ପ୍ରଶାସନ । ଯାହାକୁ ନେଇ ତାତିଲେଣି ନଦୀ କୂଳିଆବାସୀ । ଆଉ କହିଲେଣି ନଦୀରେ ସୁରକ୍ଷା ବନ୍ଧ ନାହିଁ ତ ଭୋଟ୍ ନାହିଁ ।