Elderly Couple Ends Life: ପଚାରିଲାନି ପୁଅ, ଟ୍ରେନ ଆଗକୁ ଡେଇଁ ପଡିଲେ ବୃଦ୍ଧ ବାପାମା'...
କୁଳାଙ୍ଗାର ପୁଅ । ବୁଝିଲାନି ବାପାମାଆର ଦୁଃଖ । ପରିଣତ ବୟସରେ ଅଲୋଡା ହୋଇଗଲେ ବାପାମାଆ । ପୁଅ ନ ପଚାରିବାରୁ ଧାର କରଜ କରି ପେଟ ପୋଷିଲେ । ଏତେ କରଜ ହୋଇଗଲା ଯେ ସୁଝି ପାରିଲେନି ଏବଂ ଶେଷରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ।