Elderly Woman Forced to Live in Toilet for 10 Years After PMAY House Left Incomplete in Keonjhar
#ପାଇଖାନାରେ_ବିତିଲାଣି_୧୦_ବର୍ଷ ଗଛ ପଡି ଚାଳ ଘର ଭାଙ୍ଗିଗଲା। ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ମିଳିଲା, ହେଲେ କାମ ଆରମ୍ଭ କଲା ବେଳେ ଚାଲିଗଲା ଭେଣ୍ଡିଆ ପୁଅ। ସେବେଠୁ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ପାଇଖାନା ପାଲଟିଲା
#ପାଇଖାନାରେ_ବିତିଲାଣି_୧୦_ବର୍ଷ
ଗଛ ପଡି ଚାଳ ଘର ଭାଙ୍ଗିଗଲା। ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ମିଳିଲା, ହେଲେ କାମ ଆରମ୍ଭ କଲା ବେଳେ ଚାଲିଗଲା ଭେଣ୍ଡିଆ ପୁଅ। ସେବେଠୁ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ପାଇଖାନା ପାଲଟିଲା