Electoral Bonds ସହ ଜଡିତ ତଥ୍ୟକୁ SBI କଲା ଡିଲିଟ୍‌

ନୂଆଦିଲ୍ଲୀ,୮।୩: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ୱେବସାଇଟରୁ ନିର୍ବାଚନ ବଣ୍ଡ ସହ ଜଡିତ ସୂଚନାଗୁଡ଼ିକୁ ହଟାଇ ଦେଇଛି। ବ୍ୟାଙ୍କ ଏସବୁ ଏପରି ସମୟରେ କରିଛିି ଯେତେବେଳେ ନିର୍ବାଚନ ବଣ୍ଡର ତଥ୍ୟ ଦାଖଲ କରିବାକୁ କୋର୍ଟକୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଛି। ଦଳକୁ ଟଙ୍କା ଦେଉଥିବା ନାମ ଓ FAQ ନାମିତ ଶ୍ରେଣୀ ଏସବିଆଇର େଓବସାଇଟରୁ ହଟାଇ ଦିଆଯାଇଛି। ‘ଅପରେଟିଂ ଗାଇଡଲାଇନ ଫର ଡୋନର୍ସ’ ନାମକ ଦସ୍ତାବିଜ ଏକ ଅଧିସୂଚନା ଥିଲା ଯାହାକୁ ଏସବିଆଇ […] The post Electoral Bonds ସହ ଜଡିତ ତଥ୍ୟକୁ SBI କଲା ଡିଲିଟ୍‌ appeared first on Dharitri Odia News.

Electoral Bonds ସହ ଜଡିତ ତଥ୍ୟକୁ SBI କଲା ଡିଲିଟ୍‌

ନୂଆଦିଲ୍ଲୀ,୮।୩: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ୱେବସାଇଟରୁ ନିର୍ବାଚନ ବଣ୍ଡ ସହ ଜଡିତ ସୂଚନାଗୁଡ଼ିକୁ ହଟାଇ ଦେଇଛି। ବ୍ୟାଙ୍କ ଏସବୁ ଏପରି ସମୟରେ କରିଛିି ଯେତେବେଳେ ନିର୍ବାଚନ ବଣ୍ଡର ତଥ୍ୟ ଦାଖଲ କରିବାକୁ କୋର୍ଟକୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଛି। ଦଳକୁ ଟଙ୍କା ଦେଉଥିବା ନାମ ଓ FAQ ନାମିତ ଶ୍ରେଣୀ ଏସବିଆଇର େଓବସାଇଟରୁ ହଟାଇ ଦିଆଯାଇଛି। ‘ଅପରେଟିଂ ଗାଇଡଲାଇନ ଫର ଡୋନର୍ସ’ ନାମକ ଦସ୍ତାବିଜ ଏକ ଅଧିସୂଚନା ଥିଲା ଯାହାକୁ ଏସବିଆଇ ୨୦୧୮ ଜାନୁଆରୀରେ ଜାରି କରିଥିଲା। ଏଥିରେ ସବୁ ତଥ୍ୟ ବିଷୟରେ ସୂଚନା ଦିଆଯାଇଥିଲା। ତେବେ ଏସିବିଆଇ ନିଜ ଓ୍ବେବସାଇଟରୁ ଏସବୁ ହଟାଇ ଦେବା ନେଇ ବରିଷ୍ଠ ସାମ୍ବାଦିକ ନୀତିନ ସେଠୀ ଏକ୍ସ’ରେ ସୂଚନା ଦେଇଛନ୍ତି।

The post Electoral Bonds ସହ ଜଡିତ ତଥ୍ୟକୁ SBI କଲା ଡିଲିଟ୍‌ appeared first on Dharitri Odia News.