Electrocution death: ପାଇଖାନା ଟାଙ୍କିର ପ୍ଲାଷ୍ଟର କରୁଥିଲେ, ଏକସଙ୍ଗେ ଚାଲିଗଲା ୩ ଜୀବନ

ପାଇଖାନା ଟାଙ୍କିର ପ୍ଲାଷ୍ଟର କାମ କଲାବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଟଳିପଡିଲେ ୩ ଶ୍ରମିକ । ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଅଘଟଣ ଘଟିଥିବା ସୂଚନା ।

Electrocution death: ପାଇଖାନା ଟାଙ୍କିର ପ୍ଲାଷ୍ଟର କରୁଥିଲେ, ଏକସଙ୍ଗେ ଚାଲିଗଲା ୩ ଜୀବନ
Array