Elon Musk Resigns from Trump Administration After Criticising Budget Bill

#ଭାଙ୍ଗିଲା_ଟ୍ରମ୍ପ_ମସ୍କ_ଯୋଡ଼ି ଭାଙ୍ଗିଲା ଟ୍ରମ୍ପ- ଏଲନ୍ ମସ୍କ ଯୋଡ଼ି । ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ନିଜେ ଏଲନ୍ ମସ୍କ ।