Elon Musk: ଆମେରିକା ପାର୍ଟି କେତେ ପ୍ରଭାବଶାଳୀ.... ୟୁଏସରେ ଦୁଇ ପାର୍ଟି ସିଷ୍ଟମକୁ ଶେଷ କରିଦେବେ କି ମସ୍କ ?
ମସ୍କଙ୍କ ମତରେ ଆମେରିକାରେ ଚାଲିଥିବା ଦୁଇଦଳୀୟ ପ୍ରଣାଳୀ ଏକ ପ୍ରକାର ଶାସନ ବ୍ୟବସ୍ଥାର ବିକଳ୍ପ କହିଲେ ଚଳେ, ଯେଉଁଥିରେ ସମାନ ଆର୍ଥିକ ନୀତି ରହିଛି । ଅନ୍ୟପକ୍ଷରେ ନୂଆ ଦଳର ନିର୍ମାଣ କରିଥିଲେ ସୁଦ୍ଧା ଏବେଯାଏଁ ମସ୍କ ଏହାର କାର୍ଯ୍ୟଶୈଳୀ, ବିଚାରଧାରା, ଦୃଷ୍ଟିକୋଣ ସମ୍ପର୍କରେ କୌଣସି ବ୍ୟାଖ୍ୟା କରିନାହାନ୍ତି ।