Emotional Stress Causes and Solutions: ଆବେଗଗତ ଚାପ କ'ଣ ? ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ କ’ଣ ?

ଆପଣଙ୍କୁ ଏକାସାଙ୍ଗରେ ଦୁଃଖ, ହତାଶା, ଭୟ, ଅପରାଧବୋଧ, ଅସହାୟତା ପରି ଅନେକଗୁଡିଏ ଭାବନା ଘେରିଯାଉଛି କି? ଆପଣ ନିଜ ଭାବନା ପ୍ରକାଶ କରିବାରେ ଅକ୍ଷମ ହେଉଛନ୍ତି କି? ଏହା ଆବେଗଗତ ଚାପର ଲକ୍ଷଣ, ଯାହା ବିଷୟରେ ଖୁବ୍ କମ ଆଲୋଚ଼ନା ହେଉଛି । ଏହା କ'ଣ, ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

Emotional Stress Causes and Solutions: ଆବେଗଗତ ଚାପ କ'ଣ ? ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ କ’ଣ ?
Array