Employee Steals Gold Ornaments Worth Rs 49 Lakh from Shop Over 6 Years in Cuttack

#ଗହଣା_ସୋ_ରୁମରୁ_ସୁନା_ଚୋରାଉଥିଲା_ନିଜେ_କର୍ମଚାରୀ ! ଗହଣା ସୋ ରୁମରୁ ସୁନା ଚୋରି କରୁଥିଲା ନିଜେ କର୍ମଚାରୀ। ୬ ବର୍ଷ ଧରି ଚଳାଇଥିଲା ହାତ ସଫେଇ। ହଜାରେ କି ଲକ୍ଷେ ନୁହେଁ, ଶେଷରେ ୪୯ ଲକ୍ଷ ଟଙ୍କାର ସୁନା ଗହଣା ସହ ତାକୁ ଗିରଫ କଲା ପୋଲିସ