Employment Physical Test Tragedy: ଶାରୀରିକ ପରୀକ୍ଷା ବେଳେ ଅଘଟଣ, ରନିଂ ଟ୍ରାକରେ ଟଳିପଡ଼ିଲେ ୨ ହୋମଗାର୍ଡ ଚାକିରି ଆଶାୟୀ

ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମଧ୍ୟ ରାଜ୍ୟରେ ଫରେଷ୍ଟର, ଫରେଷ୍ଟଗାର୍ଡ ଓ LI ପଦବି ପାଇଁ ଫିଜିକାଲ ଟେଷ୍ଟିଂ ବେଳେ ସମାନ ଢଙ୍ଗରେ ୩ ଜଣଙ୍କ ଜୀବନ ଯାଇଥିଲା ।

Employment Physical Test Tragedy: ଶାରୀରିକ ପରୀକ୍ଷା ବେଳେ ଅଘଟଣ, ରନିଂ ଟ୍ରାକରେ ଟଳିପଡ଼ିଲେ ୨ ହୋମଗାର୍ଡ ଚାକିରି ଆଶାୟୀ
Array