Engineer Drowned in Cuttack: କାଠଯୋଡ଼ିରେ ବୁଡ଼ି ଜଣେ ଇଞ୍ଜିନିୟର ମୃତ; ଆଉ ଜଣେ ନିଖୋଜ...

କଟକ କାଠଯୋଡ଼ିରେ ଅଘଟଣ। ନଦୀରେ ବୁଡ଼ି ଜଣେ ଇଞ୍ଜିନିୟର ମୃତ। ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ହୋଇଥିବା ସୂଚନା ମିଳିଛି।

Engineer Drowned in Cuttack: କାଠଯୋଡ଼ିରେ ବୁଡ଼ି ଜଣେ ଇଞ୍ଜିନିୟର ମୃତ; ଆଉ ଜଣେ ନିଖୋଜ...
Array