Engineer Resignation: ଭିଡିଓ କଲ୍‌ରେ କାନ୍ଦି କାନ୍ଦି ଚାକିରି ଛାଡିଲେ ଇଞ୍ଜିନିୟର, ଭାଇରାଲ ହେଉଛି 'ଟକ୍ସିକ୍ ଅଫିସ କଲଚର' ପୋଷ୍ଟ...

ମ୍ୟାନେଜରଙ୍କ ଉପରେ ଅତିଷ୍ଠ ହୋଇ ଚାକିରି ଛାଡିଲେ ଇଞ୍ଜିନିୟର । ଭିଡିଓ କଲ୍ ମିଟିଂ ବେଳେ କାନ୍ଦି କାନ୍ଦି ଚାକିରିରୁ ଇସ୍ତଫା ଦେଲେ । ପୂରା ଘଟଣା ନିଜ ଲିଙ୍କଡିନ୍‌ ଆକାଉଣ୍ଟରେ କଲେ ପୋଷ୍ଟ । ଅଫିସରେ 'ଟକ୍ସିକ୍ କଲଚର' ନେଇ ବର୍ଷିଲେ ୟୁଜର୍ସ ।

Engineer Resignation: ଭିଡିଓ କଲ୍‌ରେ କାନ୍ଦି କାନ୍ଦି ଚାକିରି ଛାଡିଲେ ଇଞ୍ଜିନିୟର, ଭାଇରାଲ ହେଉଛି 'ଟକ୍ସିକ୍ ଅଫିସ କଲଚର' ପୋଷ୍ଟ...
Array