Ex-Army Jawan Seeks Justice: ବାଃ ବାଃରେ ବ୍ୟବସ୍ଥା; ବୟସର ଅପରାହ୍ଣରେ ନ୍ୟାୟ ମାଗୁଛନ୍ତି ଯବାନ
ଦୀର୍ଘ ୪୩ ବର୍ଷର ସଂଘର୍ଷ ପରେ ବି ସେ ଆଜି ଥକି ପଡ଼ିନାହାନ୍ତି । ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ି ଚାଲିଛନ୍ତି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ କଥା ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରିନି l