Ex Odisha Minister Naba Das Murder: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍ବ୍ରାଞ୍ଚ ?
ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ?