Explosives Seized: ରାଉରକେଲାରୁ ୪୫୦ ପେଟି ବିସ୍ଫୋରକ ଜବତ

ରାଉରକେଲା ବାଲୁଘାଟରେ ଦୁଇ ଟ୍ରକରୁ ମିଳିଲା ୪୫୦ ପେଟି ବିସ୍ଫୋରକ । ଏନେଇ ସୂଚନା ଦେଲେ ରାଉରକେଲା ଏସପି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଥିଲା ସୁନ୍ଦରଗଡ଼ ପୋଲିସ ।

Explosives Seized: ରାଉରକେଲାରୁ ୪୫୦ ପେଟି ବିସ୍ଫୋରକ ଜବତ
Array