Fake Ration Card: ଓଡ଼ିଶାରେ ମାଳ ମାଳ ଭୂତ ରାସନକାର୍ଡଧାରୀ, ସରକାରୀ ସୁବିଧାର ଫାଇଦା ଉଠାଇଛନ୍ତି ୪୦ ଲକ୍ଷରୁ ଅଧିକ
ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି । ବର୍ଷ ବର୍ଷ ଧରି ସରକାରୀ ରେସନ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରେସନ କାର୍ଡ ଖଣ୍ଡେ ପାଉନାହାନ୍ତି ।