ଆଜି ସନ୍ଧ୍ୟାରେ ଦିଲ୍ଲୀଯିବେ ମୁଖ୍ୟମନ୍ତ୍ରୀ, ଏସବୁ ଉପରେ ଫୋକସ
ଭୁବନେଶ୍ୱର,୧୨।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯିବେ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୋମବାର ସାରେ ଦିଲ୍ଲୀ ଗସ୍ତରେ ଯିବେ। ଏନ୍ଏ୍ଚଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା କରିବେ। ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଏବଂ ସଡ଼କ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି। ରାଜ୍ୟକୁ ନୂଆ […] The post ଆଜି ସନ୍ଧ୍ୟାରେ ଦିଲ୍ଲୀଯିବେ ମୁଖ୍ୟମନ୍ତ୍ରୀ, ଏସବୁ ଉପରେ ଫୋକସ appeared first on Dharitri Odia News.
ଭୁବନେଶ୍ୱର,୧୨।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯିବେ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୋମବାର ସାରେ ଦିଲ୍ଲୀ ଗସ୍ତରେ ଯିବେ। ଏନ୍ଏ୍ଚଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା କରିବେ। ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଏବଂ ସଡ଼କ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି। ରାଜ୍ୟକୁ ନୂଆ ପ୍ରକଳ୍ପ ଆସିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। କୋଷ୍ଟାଲ ହାଇୱେ ସମ୍ପର୍କରେ ପରିବହନ ମନ୍ତ୍ରୀଙ୍କ ସହ କଥା ହେବାର କାର୍ୟ୍ୟକ୍ରମ ରହିଛି।
The post ଆଜି ସନ୍ଧ୍ୟାରେ ଦିଲ୍ଲୀଯିବେ ମୁଖ୍ୟମନ୍ତ୍ରୀ, ଏସବୁ ଉପରେ ଫୋକସ appeared first on Dharitri Odia News.