Fake Wedding: ନା ବରଯାତ୍ରୀ ଆସିବେ ନା ଝିଅ ବିଦା ହେବ, ଖାଲି ନାଚିଗାଇ ଘରକୁ ଯିବେ

ଦିଲ୍ଲୀର ସୋସିଆଲ ମିଡିଆ ପ୍ରଫେସନାଲ ଅବନ୍ତିକା ଜୈନ ଇନଷ୍ଟାଗ୍ରାମରେ ଏକ ନକଲି ସଙ୍ଗୀତ ପାର୍ଟିର ବିଜ୍ଞାପନ ଦେଖିଥିଲେ । ସେ ଏନେଇ ନିଜ ସାଙ୍ଗକୁ କହିଥିଲେ । ଅବନ୍ତିକା କହିଛନ୍ତି କଲେଜ ଦିନରେ ସେ ଏଭଳି ଥିମ୍ ପାର୍ଟି କରିବାକୁ ଚାହୁଁଥିଲେ ।

Fake Wedding: ନା ବରଯାତ୍ରୀ ଆସିବେ ନା ଝିଅ ବିଦା ହେବ, ଖାଲି ନାଚିଗାଇ ଘରକୁ ଯିବେ
Array