Fatal Crash on Bhubaneswar Highway: One Dead, One Critically Injured After Vehicle Mounts Divider

#ଭୁବନେଶ୍ୱରରେ_ଭୟଙ୍କର_ଦୁର୍ଘଟଣା... #କିନ୍ତୁ_ଇଏ_କି_ଦୃଶ୍ୟ? ରାତିରେ ରାଜଧାନୀରେ ଦୁଇଟି ବଡ଼ ଦୁର୍ଘଟଣା। ହାଇୱା ଧକ୍କାରେ ଘଟିଛି ଏହି ଦୁଇଟି ଦୁର୍ଘଟଣା। ଭୁବନେଶ୍ବର ଶିଖରଚଣ୍ଡି ନଗର ମୁଖ୍ୟ ରାସ୍ତାରେ ଡିଭାଇଡର୍ ଉପରେ ମାଡ଼ି ଯାଇଛି ହାଇୱା।