ମୃତ ଶିଶୁ ପ୍ରସବ ପରେ ମା’ର ମୃତ୍ୟୁ: ନର୍ସିଂହୋମ୍ରେ ଉତ୍ତେଜନା
କେନ୍ଦ୍ରାପଡ଼ା,୬ା୭: କେନ୍ଦ୍ରାପଡ଼ା ଜିଲାର ଏକ ଘରୋଇ ନର୍ସିଂହୋମ୍ରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଟାଉନ ଥାନା ବଳଗଣ୍ଡିସ୍ଥିତ ଏକ ନର୍ସିଂହୋମ୍ରେ ପ୍ରସୂତି ଜଣକ ଏକ ମୃତ ଶିଶୁ ପ୍ରସବ କରିବାର କିଛି ସମୟ ଭିତରେ ସେ ଆଖି ବୁଜିଛନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକେ ଚିକିତ୍ସାରେ ଅବହେଳାକୁ ଦାୟୀ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। The post ମୃତ ଶିଶୁ ପ୍ରସବ ପରେ ମା’ର ମୃତ୍ୟୁ: ନର୍ସିଂହୋମ୍ରେ ଉତ୍ତେଜନା appeared first on Dharitri Odia News.
କେନ୍ଦ୍ରାପଡ଼ା,୬ା୭: କେନ୍ଦ୍ରାପଡ଼ା ଜିଲାର ଏକ ଘରୋଇ ନର୍ସିଂହୋମ୍ରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଟାଉନ ଥାନା ବଳଗଣ୍ଡିସ୍ଥିତ ଏକ ନର୍ସିଂହୋମ୍ରେ ପ୍ରସୂତି ଜଣକ ଏକ ମୃତ ଶିଶୁ ପ୍ରସବ କରିବାର କିଛି ସମୟ ଭିତରେ ସେ ଆଖି ବୁଜିଛନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକେ ଚିକିତ୍ସାରେ ଅବହେଳାକୁ ଦାୟୀ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
The post ମୃତ ଶିଶୁ ପ୍ରସବ ପରେ ମା’ର ମୃତ୍ୟୁ: ନର୍ସିଂହୋମ୍ରେ ଉତ୍ତେଜନା appeared first on Dharitri Odia News.