Father Sets Fire On Son: ଜହ୍ଲାଦ ବାପାର ଜଘନ୍ୟକାଣ୍ଡ; ପେଟ୍ରୋଲ ଢାଳି ପୋଡ଼ିଥିଲା, ବୋହୂ ପଛେ ପଛେ ଚାଲିଗଲା ପୁଅ

ପୁଅ ଦେଲାନି ଟଙ୍କା, ବାପା ପାଲଟିଲା ଜହ୍ଲାଦ। ପୁଅ-ବୋହୂଙ୍କୁ ପୋଡ଼ି ମାରିଦେଲା। ପୂର୍ବରୁ ବୋହୂ ସସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ପୁଅ।

Father Sets Fire On Son: ଜହ୍ଲାଦ ବାପାର ଜଘନ୍ୟକାଣ୍ଡ; ପେଟ୍ରୋଲ ଢାଳି ପୋଡ଼ିଥିଲା, ବୋହୂ ପଛେ ପଛେ ଚାଲିଗଲା ପୁଅ
Array