Father Transforms Bicycle Into Bike: ଅଳି କଲା ପୁଅ, ସାଇକେଲକୁ ବାଇକ୍‌ କରିଦେଲେ ଗରିବ ବାପା...

ଗରିବ ହେଲେ କ’ଣ ହେବ ପୁଅର ଇଚ୍ଛା ପାଇଁ ବାପା ସବୁ କିଛି କରିପାରେ । ବାଇକ୍‌ କିଣିବାକୁ ବାପା ପାଖରେ ଅର୍ଥ ନଥିଲା । ତେଣୁ ଇଞ୍ଜିନିୟରିଂ ବୁଦ୍ଧି ଖଟାଇ ତିଆରି କଲେ ଅଜବ ଅଜଗ ଯାନ । ଯାହାକୁ ଉପରୁ ଦେଖିଲେ ମଟର ସାଇକେଲ୍ ଆଉ ତଳୁ ଦେଖିଲେ ସାଇକେଲ୍ ।

Father Transforms Bicycle Into Bike: ଅଳି କଲା ପୁଅ, ସାଇକେଲକୁ ବାଇକ୍‌ କରିଦେଲେ ଗରିବ ବାପା...
Array