Favorite flower of God: ଜାଣନ୍ତୁ, କେଉଁ ଫୁଲ କେଉଁ ଦେବାଦେବୀଙ୍କ ପ୍ରିୟ ? ଅର୍ପଣ କଲେ ମିଳିବ କି ଫଳ...
ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀଙ୍କୁ ପୂଜା କରାଯାଇଥାଏ। ସେମାନଙ୍କ ମଧ୍ୟରୁ ବହୁ ଦେବାଦେବୀଙ୍କୁ ନିର୍ଦ୍ଦିଷ୍ଟ ପର୍ବରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ସେମାନଙ୍କ ଉପରେ ନିର୍ଦ୍ଦିଷ୍ଟ ପ୍ରକାର ଫୁଲ ଚଢ଼ା ଯାଇଥାଏ।