ବିଶୃଙ୍ଖଳିତ ଆଚରଣ ପାଇଁ ସବୁ କଂଗ୍ରେସ ବିଧାୟକ ସସପେଣ୍ଡ

ବିଧାନସଭାରେ ହାଇଡ୍ରାମା। ପ୍ରଥମ ଥର ପାଇଁ ଗୋଟିଏ ଦଳର ସମସ୍ତ ବିଧାୟକ ହେଲେ ବିଧାନସଭାରୁ ସସପେଣ୍ଡ। ଓଡ଼ିଶା ବିଧାନସଭା ଇତିହାସରେ ସୃଷ୍ଟି ହେଲା ଅଲୋଡା ଅଧ୍ୟାୟ।

ବିଶୃଙ୍ଖଳିତ ଆଚରଣ ପାଇଁ ସବୁ କଂଗ୍ରେସ ବିଧାୟକ ସସପେଣ୍ଡ
Array