Fear of War: ଭୟରେ ଥରହର ସୀମାନ୍ତ ଅଞ୍ଚଳର ଚାଷୀ, ଆଗୁଆ କାଟି ନେଉଛନ୍ତି ଫସଲ

ପହଲଗାମ ଆକ୍ରମଣ ପରେ ସେନା ଓ ପାକିସ୍ତାନ ଭିତରେ ଚାଲିଛି ଗୁଳି ବର୍ଷା। ଯୁଦ୍ଧ ହେବା ଭୟରେ ଫସଲ କାଟି ଆଣିଲେ ଭାରତ-ପାକିସ୍ତାନ ସୀମାରେ ବାସ କରୁଥିବା କାଶ୍ମୀର ବାସିନ୍ଦା।

Fear of War: ଭୟରେ ଥରହର ସୀମାନ୍ତ ଅଞ୍ଚଳର ଚାଷୀ, ଆଗୁଆ କାଟି ନେଉଛନ୍ତି ଫସଲ
Array