Fight For Customer: ଗ୍ରାହକଙ୍କ ପାଇଁ ମହାଯୁଦ୍ଧ, ଭିଡିଓ ଦେଖି ଲୋକେ କହୁଛନ୍ତି

ଉଭୟ ପକ୍ଷ ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଦୋକାନକୁ ଆଣିବାକୁ ଚାହୁଁଥିଲେ । ଏଥିପାଇଁ ଯାହା କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ଯେତେବେଳେ ‘ଯାହା କିଛି’ କଥା ଆସେ, ସେତେବେଳେ ଶକ୍ତି ପ୍ରଦର୍ଶନଠୁ ଭଲ କିଛି ନଥାଏ ।

Fight For Customer: ଗ୍ରାହକଙ୍କ ପାଇଁ ମହାଯୁଦ୍ଧ, ଭିଡିଓ ଦେଖି ଲୋକେ କହୁଛନ୍ତି
Array