Fire Breaks Out: କଟକରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ସୁଟକେସ ସୋ'ରୁମ

ପବନ ହେଉଥିବାରୁ ନିଆଁ ଶୀଘ୍ର ଚାରିଆଡକୁ ବ୍ୟାପିଯାଉଥିବା ଜଣାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ଗାଡ଼ି ଲାଗିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Fire Breaks Out: କଟକରେ ଭୟାବହ ଅଗ୍ନିକାଣ୍ଡ;  ଜଳୁଛି ସୁଟକେସ ସୋ'ରୁମ
Array