Fire Erupts at Bar in Bhubaneswar, Odisha Fire Dept Controls Blaze
ଭୁବନେଶ୍ବରରେ ବାରରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଜନପଥରେ ଏକ କୋଠାର ତୃତୀୟ ମହଲାରେ ଥିବା ବାରରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। #Fire #Bar #Bhubaneswa