Firefighter Critically Injured While Trying to Control Blaze in Bhadrak Fire Mishap

ଭୟାବହ ଅଗ୍ନିକାଣ୍ଡ । ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଆରେମ୍ସି ମାର୍କେଟ ଥିବା ଦୁଇଟି ଗୋଦାମରେ ଲାଗିଛି ନିଆଁ। ଜାର ଓ ପ୍ଲାଷ୍ଟିକ ଗୋଦାମରେ ଲାଗିଛି ନିଆଁ। ନିଆଁ ଲିଭାଇବା ସମୟରେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। #Fire