First Female IAS Officer: ଦେଶର ପ୍ରଥମ ମହିଳା IAS ଅଫିସର; ଯାହାଙ୍କୁ ଏକାସଙ୍ଗେ ମିଳିଥିଲା ଜଏନିଂ ଓ ସସ୍ପେନ୍ସନ୍ ଲେଟର୍ !
ସ୍ୱାଧୀନତା ପରେ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ, ପ୍ରତିରକ୍ଷା ବିଭାଗ ଓ କ୍ରୀଡା ଜଗତ ପର୍ଯ୍ୟନ୍ତ ଅନେକ ମହିଳା ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା IAS ଅଧିକାରୀ ହୋଇଥିଲେ। ଆସନ୍ତୁ ଜାଣିବା ଦେଶର ପ୍ରଥମ ମହିଳା IAS ଅଧିକାରୀଙ୍କ ବିଷୟରେ ।